#purirathayatra #old Puri Rathyatra 1932 and 1937 rare video // puri Jagannath temple old video

2021-09-25に共有

コメント (21)
  • ପ୍ରଭୁ ଜଗନ୍ନାଥ ଙ୍କ ଲିଳା ଅପାର ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କିତ ଏ ଦିନ ହିନ ଅକିଞ୍ଚନ ର ଭିଡିଓ ଆପଣ ମାନେ ବହୁ ସଂଖ୍ୟାରେ ଦେଖିଥିବାରୁ ଅଶେଷ ଧନ୍ୟବାଦ। । ଆଶା କରୁଛି ଆଗକୁ ସବୁ ଭିଡିଓ କୁ ମଧ୍ଯ ଏମିତି ଭଲ ପାଇବା ଦେବେ 🙏🙏🙏🙏ଜୟ ଜଗନ୍ନାଥ
  • @babul733
    ଏଇତ ଆମ ଓଡ଼ିଶବାସୀଙ୍କର ପର୍ବ, ଗର୍ବ ଆଉ ଗୌରବ ଜୟ ଜଗନ୍ନାଥ 💕💕💕
  • ସେତେବଳ ସମୟ ରେ ଆମ ଭଗବାନ ଙ୍କୁ ଦର୍ଶନ କରିବାରେ କିଛି ପ୍ରତିବନ୍ଧକ ନଥିଲା 🙏
  • ପୁରୁଣା ଜିନିଷ ଦେଖିବାକୁ ବହୁତ ଭଲ ଲାଗେ, ଜୟ ଜଗନ୍ନାଥ.
  • I am 72yrs old. I am lucky that I could have seen the car festival of Puri celebrated in the year1932 the year my mother took birth during the British Raj. Thanks you very much.
  • ପ୍ରଭୁ ବଳଭଦ୍ର ,ଜଗନ୍ନାଥ ଓ ସୁଭଦ୍ରା ଙ୍କ ଜୟ।
  • Sete bele Panda manakara health pura perfect thila bhali laguchi. Sabu slim and hardworking. Aau kehi pulla pulla gold b pindhi nahanti. Kintu ebe aabu olta. Jai jagannath. Prabhu jaha tuma lila.
  • 🌅 ଜୟ ଜଗନ୍ନାଥ 🙏 ଜୟ ପଞ୍ଚ ସଖା ଆବା 🙏 ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ 🙏🙏🙏
  • 🛞🔱🛞ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🛞🔱🛞
  • 🙏🏻🌷🙏🏻🌷🙏🏻🌷🙏🏻🌷🙏🏻ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ