ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV

400,290
0
Published 2024-07-08
#puri #loot #RathaYatra #NandighoshaTV
ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website: nandighoshatv.com/
Watch Live: nandighoshatv.com/live/
YouTube: youtube.com/c/NandighoshaTV
Facebook: www.facebook.com/NandighoshaTV
Twitter: twitter.com/NandighoshaTV
Instagram: www.instagram.com/nandighoshatv/

Nandighosha TV Is Available On Following DTH Channels

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

All Comments (21)
  • ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......
  • ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ
  • @sidasoren1172
    ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊
  • ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି
  • @bhajanmusic22
    ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏
  • @user-zx8uz1co4h
    ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା
  • @Tukunavlogsbdk
    ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି
  • ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ
  • @Trekkrider
    ସେବାୟତ ମାନେ ହେଲା ଅସଲି ଚୋର
  • @jagasahu801
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏
  • @manuputul1395
    ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ
  • @Reenabehera0
    Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭
  • @sarathinag2190
    ଭଗବାନ ଙ୍କ ନାରେ ସବୁ ଚୋର .......... 🚩 ଜେ ଶ୍ରୀ ରାମ 🚩
  • @Tukunavlogsbdk
    ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି